ଅଢ଼ାଇଆ Aṟḍ̠ẖāiā

  • ଦେ. ବି — ଅଢ଼ାଇ ସେର ପରିମାଣ — A quantity of 2 /2 seers
  • ଦେ. ବି — ଅଢ଼ାଇ ସେର ବସ୍ତୁକୁ ମାପ ବା ଓଜନ କରିବା ପାତ୍ର ବା ବଟକରା — A capacity; measure or weight of 1/ seers
  • ଦେ. ବିଣ — ଅଢ଼ାଇ ସେଇ ପରିମିତ — Measuring or weighing 2 /2 seers
  • ଦେ. ବିଣ — ଅଢ଼ାଇରେ ଗୁଣିତ (କୌଣସି ସଂଖ୍ୟା) — Multiplied by 1/; 1/ times as much as