ଅଡ଼ବ Aṟḍ̠aba

  • ସଂ. ବି. (ସଙ୍ଗୀତ) — ଯେଉଁ ରାଗରେ ଷଡ଼୍ଜ, ଗାନ୍ଧାର, ମଧ୍ୟମ, ଧୈବତ ଓ ନିଷାଦ, ଏ ପାଞ୍ଚ ସ୍ୱର ଥାଏ — A melody of five tunes