ଅସ୍ମଦୀୟ Asmadīya

  • ସଂ. ବିଣ. ପୁଂ (ଅସ୍ମଦ୍=ମୁଁ+ଇଦମର୍ଥେ; ଈୟ) — ଆମ୍ଭସମ୍ବନ୍ଧୀୟ — Relating to me
  • ସଂ. ବିଣ. ପୁଂ (ଅସ୍ମଦ୍=ମୁଁ+ଇଦମର୍ଥେ; ଈୟ) — ଆମ୍ଭମାନଙ୍କସମ୍ବନ୍ଧୀୟ — Relating to us
  • ସଂ. ବିଣ. ପୁଂ (ଅସ୍ମଦ୍=ମୁଁ+ଇଦମର୍ଥେ; ଈୟ) — ଯାହା ଆମ୍ଭର — Belonging to me
  • ସଂ. ବିଣ. ପୁଂ (ଅସ୍ମଦ୍=ମୁଁ+ଇଦମର୍ଥେ; ଈୟ) — ଯାହା ଆମ୍ଭମାନଙ୍କର — Belonging to us
  • ସଂ. ବିଣ. ପୁଂ (ଅସ୍ମଦ୍=ମୁଁ+ଇଦମର୍ଥେ; ଈୟ) — ଆମ୍ଭର — My; mine
  • ସଂ. ବିଣ. ପୁଂ (ଅସ୍ମଦ୍=ମୁଁ+ଇଦମର୍ଥେ; ଈୟ) — ଆମ୍ଭମାନଙ୍କର — Our; ours