ଅସୂୟା Asūyā

  • ସଂ. ବିଣ. ସ୍ତ୍ରୀ. (ଅସୂୟ+ଆ) — ଅସୂୟର ସ୍ତ୍ରୀଲିଙ୍ଗ — Feminine of Asuya
  • ସଂ. ବିଣ. ସ୍ତ୍ରୀ. (ଅସୂୟ+ଆ) — ପରର କାର୍ଯ୍ୟରେ ଦୋଷାରୋପଣ; ପର ଗୁଣରେ ଦୋଷା- ବିଷ୍କାର; ଈର୍ଷା; ଦ୍ୱେଷ — Jealousy
  • ସଂ. ବିଣ. ସ୍ତ୍ରୀ. (ଅସୂୟ+ଆ) — ରାଗ; କ୍ରୋଧ — Indignation
  • ସଂ. ବିଣ. ସ୍ତ୍ରୀ. (ଅସୂୟ+ଆ) — ଅସନ୍ତୋଷପୂର୍ବକ ଗାଉଁ ଗାଉଁ ହେବା — Grumbling
  • ସଂ. ବିଣ. ସ୍ତ୍ରୀ. (ଅସୂୟ+ଆ) — ନିନ୍ଦା; ଦୁର୍ନାମ — Calumny; detraction
  • ସଂ. ବିଣ. ସ୍ତ୍ରୀ. (ଅସୂୟ+ଆ) — ଅଦଉତି — Malice; spite
  • ସଂ. ବିଣ. ସ୍ତ୍ରୀ. (ଅସୂୟ+ଆ) — ପରଶ୍ରୀକାତରତା; ପରର ସୁଖ ଦେଖି ନ ପାରିବା — Indignation at the merit or happiness of another