ଅସୂୟକ Asūyaka

  • ସଂ. ବିଣ. ପୁଂ. (ଅସୁ ଧାତୁ+କର୍ତ୍ତୃ. ଅକ) — ଅସୂୟ (ଦେଖ) — Asūya (See)
  • ସଂ. ବି. — ନିନ୍ଦୁକ ବ୍ୟକ୍ତି — A detracter (Apte)
  • ସଂ. ବି. — ଅସନ୍ତୁଷ୍ଟ ବ୍ୟକ୍ତି — A grumbling or discontented (person) (Apte)