ଅସୂତି Asūti

  • ସଂ. ବି. (ଅ+ସୂ ଧାତୁ+ଭାବ. ତି) — ଜନ୍ମ ନ କରିବା — Non-production (M. W.)
  • ସଂ. ବି. (ଅ+ସୂ ଧାତୁ+ଭାବ. ତି) — ବାଧା — Obstruction
  • ସଂ. ବି. (ଅ+ସୂ ଧାତୁ+ଭାବ. ତି) — ବହିଷ୍କରଣ; ସ୍ଥାନାନ୍ତରୀକରଣ — Removal (M. W.)