ଅସି Asi

  • ସଂ. ବି. (ଅସ୍ ଧାତୁ=ଫିଙ୍ଗିବା+କର୍ମ ଅ; ତୁଳନାକର ଲାଟୀନ୍—ଏନ୍ସିସ୍) — ଖଡ୍ଗ; ଖଣ୍ଡା — Sword; scimitar
  • ସଂ. ବି. (ଅସ୍ ଧାତୁ=ଫିଙ୍ଗିବା+କର୍ମ ଅ; ତୁଳନାକର ଲାଟୀନ୍—ଏନ୍ସିସ୍) — ଜୀବ ବଧ କରିବା କଟୁରୀ — A knife for killing animals
  • ସଂ. ବି. (ଅସ୍ ଧାତୁ=ଫିଙ୍ଗିବା+କର୍ମ ଅ; ତୁଳନାକର ଲାଟୀନ୍—ଏନ୍ସିସ୍) — ବାରାଣସୀ ନିକଟସ୍ଥ ନଦୀବିଶେଷ — Name of a river near Benaras