ଅସାହା Asāhā
- ଦେ. ବିଣ.—(ସଂ. ଅସହାୟ) — ଅସହାୟ; ନିଃସହାୟ — Helpless
- ଦେ. ବିଣ.—(ସଂ. ଅସହାୟ) — ଅନୁବରତେ ଯେ ପାପ ପାଞ୍ଚଇ ଅସାହା—ସାରଳା. ମହାଭାରତ, —ଉଦ୍ଯୋଗ।
- ଦେ. ବିଣ.—(ସଂ. ଅସହାୟ) — ଯାହାର କେହି ସଙ୍ଗୀ ନାହିଁ; ଏକାକୀ — Single handed; companionless
- ଦେ. ବିଣ.—(ସଂ. ଅସହାୟ) — ଆନ ଲୋକ ଠାରେ ନ ସମ୍ଭବେ ଏହା, ତା ବିନା କେ ଆସିବ ହୋଇଣ ଅସାହା। କୃଷ୍ଣସିଂହ, ମହାଭାରତ, ବିରାଟ।