ଅସାର Asāra

  • ସଂ. ବି. (ବହୁବ୍ରୀହି; ଅ=ନାହିଁ+ସାର=ମଞ୍ଜି; ମଧ୍ୟସ୍ଥ ଦୃଢ଼ ଅଂଶ) — ଗବ ଗଛ
  • ସଂ. ବି. (ବହୁବ୍ରୀହି; ଅ=ନାହିଁ+ସାର=ମଞ୍ଜି; ମଧ୍ୟସ୍ଥ ଦୃଢ଼ ଅଂଶ) — ଅଗୁରୁ ଚନ୍ଦନ (ହିନ୍ଦି. ଶବ୍ଦସାଗର) — Agallochium; Aloe wood
  • ଦେ. ବି — ପଶା ଖେଳିବାରେ ପଶା କାଠିରେ ପଡ଼ିବା ଅନା- ବଶ୍ୟକ ବା ବେଦରକରୀ ବା ଅଲୋଡ଼ା (ଦାନ) — A throw of the dice which is not appropriate or suitable for the occasion
  • ଦେ. ବି — ମନ୍ଦ କର୍ମ; ଅନ୍ୟାୟ — Bad act; wrong
  • ଦେ. ବି — ଭଲ ଅସାର ମୁହିଁ କରିବଇଁ ଯେବେ ତୁମ୍ଭେ ମୋତେ ବାରଣ ନ କରିବ ତେବେ। କୃଷ୍ଣସିଂହ. ମହାଭାରତ, ଆଦି।
  • ଦେ. ବି — ଅନୁଚିତ କର୍ମ — Improper act
  • ଦେ. ବି — କରିବେ ଏ ଯୁବା ହେଲେ ଅସାର। ଦୀନକୃଷ୍ଣ. ରସକଲ୍ଲୋଳ।
  • ସଂ. ବିଣ — ସାରବସ୍ତୁ ବିହୀନ — Unsubstantial
  • ସଂ. ବିଣ — ମଞ୍ଜିହୀନ — Pithless
  • ସଂ. ବିଣ — ବଳହୀନ; ଦୁର୍ବଳ — Weak
  • ସଂ. ବିଣ — ମୂଲ୍ୟହୀନ — Valueless
  • ସଂ. ବିଣ — ଫମ୍ପା — Empty; hollow