ଅସଲ Asala

  • ବୈଦେ. ବିଣ. (ଆ.ଅସ୍ଲ୍) — ଯଥାର୍ଥ; ପ୍ରକୃତ — Actual
  • ବୈଦେ. ବିଣ. (ଆ.ଅସ୍ଲ୍) — (ଯଥା—ଅସଲ ଘଟନା।)
  • ବୈଦେ. ବିଣ. (ଆ.ଅସ୍ଲ୍) — ଅବିମିଶ୍ରିତ — Unmixed; unadulterated
  • ବୈଦେ. ବିଣ. (ଆ.ଅସ୍ଲ୍) — ବିଶୁଦ୍ଧ — Pure
  • ବୈଦେ. ବିଣ. (ଆ.ଅସ୍ଲ୍) — ଖାଣ୍ଟି — Genuine.(ଯଥା—ଅସଲ ସୁନା)
  • ବୈଦେ. ବିଣ. (ଆ.ଅସ୍ଲ୍) — ପ୍ରଧାନ — Principal.(ଯଥା—ଅସଲ ହାକିମ)
  • ବୈଦେ. ବିଣ. (ଆ.ଅସ୍ଲ୍) — ମୌଳିକ — Primary; original
  • ବୈଦେ. ବିଣ. (ଆ.ଅସ୍ଲ୍) — (ଯଥା—ଅସଲ ଉଦ୍ଦେଶ୍ୟ।)
  • ବୈଦେ. ବିଣ. (ଆ.ଅସ୍ଲ୍) — ମୂଳ ଧନ ସମ୍ବନ୍ଧୀୟ — 7. Relating to the capital of a trade or loan
  • ବୈଦେ. ବିଣ. (ଆ.ଅସ୍ଲ୍) — (ଯଥା—ଖାତକ ଉପରେ ଅସଲ ଟଙ୍କା ବାକି ଅଛି।)
  • ବୈଦେ. ବିଣ. (ଆ.ଅସ୍ଲ୍) — ଅତି ଉତ୍କୃଷ୍ଟ — Very excellent
  • ବୈଦେ. ବିଣ. (ଆ.ଅସ୍ଲ୍) — ସଦ୍ବଂଶଜାତ — Noble born