ଅସରପି Asarapi

  • ବୈଦେ. ବି. (ଆ. ଅସ୍ରପୀ) — ସୁନା ମୋହର; ସ୍ୱର୍ଣ୍ଣମୁଦ୍ରା — Gold coin
  • ବୈଦେ. ବି. (ଆ. ଅସ୍ରପୀ) — ଘରେ ଅସରପା ଥିଲେ ଅସରପି ଆସେ— ଫକୀରମୋହନ. ଛମାଣଆଠଗୁଣ୍ଠ।
  • ବୈଦେ. ବି. (ଆ. ଅସ୍ରପୀ) — ଷୋଳ ଟଙ୍କା ମୂଲ୍ୟର ସୁନା ମୋହର — Gold mohur worth sixteen rupees
  • ଦେ. ବି. ସ୍ତ୍ରୀ — ମାଇ ଅସରପା — A female-cockroach
  • ଦେ. ବି. ସ୍ତ୍ରୀ — ଛୋଟ ଅସରପା; କୁଜି ଅସରପା — A small cockroach; the black beetle