ଅସଂଯମ Asaṁj̄ama

  • ସଂ. ବି. (ଅ+ସଂଯମ) — ଇନ୍ଦ୍ରିୟନିଗ୍ରହର ଅଭାବ; କାମକ୍ରୋଧାଦିକୁ ବଶ ନ କରିବା — Want of self-control