ଅଷ୍ଟି Ashṭi

  • ସଂ. ବି (ଅସ୍ ଧାତୁ=କ୍ଷେପଣ କରିବା+କର୍ମ. ତ; ଫଳକୁ ଖାଇସାରି ଯାହାକୁ ଫିଙ୍ଗିଦିଅନ୍ତି; ତୁଳ. ବଂ; ଆଁଟି=ଟାକୁଆ) — ଫଳ ଭିତରର ଟାଣ ମଞ୍ଜି ବା ଟାକୁଆ — Hard seed or stone inside a fruit
  • ସଂ. ବି (ଅସ୍ ଧାତୁ=କ୍ଷେପଣ କରିବା+କର୍ମ. ତ; ଫଳକୁ ଖାଇସାରି ଯାହାକୁ ଫିଙ୍ଗିଦିଅନ୍ତି; ତୁଳ. ବଂ; ଆଁଟି=ଟାକୁଆ) — ଷୋଳଅକ୍ଷରର ଚ୍ଛନ୍ଦୋବିଶେଷ — A sanscrit metre of sixteen syllables