ଅଷ୍ଟମ Ashṭama

  • ସଂ. ବିଣ. (ଅଷ୍ଟ+ପୂରଣାର୍ଥ; ମ) — ଆଠ ସ୍ଥାନୀୟ; ଆଠର— ପୂରକ — Eighth
  • ସଂ. ବିଣ. (ଅଷ୍ଟ+ପୂରଣାର୍ଥ; ମ) — ତାହାକୁ ଯାମ ବୋଲି କହି; ଅଷ୍ଟମେ ଅହୋରାତ୍ର ହୋଇ। ଜଗନ୍ନାଥ—ଭାଗବତ।