ଅଷ୍ଟକା Ashṭakā

  • ସଂ. ବି. (ଅଶ୍ ଧାତୁ=ଭୋଜନ କରିବା+ଅଧିକରଣ. ତକ +ସ୍ତ୍ରୀ. ଆ.) ଅଷ୍ଟମୀତିଥି — The eighth day of the lunar fortnight
  • ସଂ. ବି. (ଅଶ୍ ଧାତୁ=ଭୋଜନ କରିବା+ଅଧିକରଣ. ତକ +ସ୍ତ୍ରୀ. ଆ.) ଶ୍ରାଦ୍ଧବିଶେଷ — A sacrifice performed to the manes of ancestors
  • ସଂ. ବି. (ଅଶ୍ ଧାତୁ=ଭୋଜନ କରିବା+ଅଧିକରଣ. ତକ +ସ୍ତ୍ରୀ. ଆ.) [ଦ୍ର—ପୌଷ, ମାଘ ଓ ଫାଲ୍ଗୁନ ମାସର କୃଷ୍ଣପକ୍ଷ ଅଷ୍ଟମୀରେ ଏ ଶ୍ରାଦ୍ଧ ହୁଏ।]