ଅଶ୍ମସାର Aṡmasāra

  • ସଂ. ବି (ଅଶ୍ମନ୍=ପଥର+ସାର=ସ୍ଥିରାଂଶ) — ଲୌହ — Iron
  • ସଂ. ବି (ଅଶ୍ମନ୍=ପଥର+ସାର=ସ୍ଥିରାଂଶ) — ଲୌହ ମଳ — Rust of iron
  • ସଂ. ବିଣ — ଲୌହନିର୍ମିତ — Made of iron
  • ସଂ. ବିଣ — ତାର ହୃଦୟ ଅଶ୍ମସାର, ବହଇ ଲୌହମୟ ଭାର। ଜଗନ୍ନାଥ—ଭାଗବତ।