ଅଶୋକ Aṡoka
- ସଂ. ବିଣ. ପୁଂ. (ବହୁବ୍ରୀହି, ଅ+ଶୋକ) — ଶୋକରହିତ — Free from grief
- ସଂ. ବିଣ. ପୁଂ. (ବହୁବ୍ରୀହି, ଅ+ଶୋକ) — ଯେ ଶୋକାକୁଳିତ ନୁହେଁ — Not feeling sorrowful
- ସଂ. ବିଣ. ପୁଂ. (ବହୁବ୍ରୀହି, ଅ+ଶୋକ) — ଯାହା ଶୋକଜନକ ନୁହେ — Not causing grief
- ସଂ. ବିଣ. ପୁଂ. (ବହୁବ୍ରୀହି, ଅ+ଶୋକ) — ସୂଖୀ — Happy