ଅଶେଷ Aṡesha
- ସଂ. ବିଣ. (ଅ=ନାହିଁ+ଶେଷ=ଅନ୍ତ; ଯାହାର ଅନ୍ତ ନାହିଁ) — ବହୁ; ଅନେକ — Many
- ସଂ. ବିଣ. (ଅ=ନାହିଁ+ଶେଷ=ଅନ୍ତ; ଯାହାର ଅନ୍ତ ନାହିଁ) — ଅସୀମ — Boundless; endless
- ସଂ. ବିଣ. (ଅ=ନାହିଁ+ଶେଷ=ଅନ୍ତ; ଯାହାର ଅନ୍ତ ନାହିଁ) — ଅନନ୍ତ — Infinite
- ସଂ. ବିଣ. (ଅ=ନାହିଁ+ଶେଷ=ଅନ୍ତ; ଯାହାର ଅନ୍ତ ନାହିଁ) — ସମୁଦାୟ; ପୂର୍ଣ୍ଣ — Entire
- ସଂ. ବିଣ. (ଅ=ନାହିଁ+ଶେଷ=ଅନ୍ତ; ଯାହାର ଅନ୍ତ ନାହିଁ) — ସବୁ;ସମସ୍ତ — All; Whole
- ସଂ. ବିଣ. (ଅ=ନାହିଁ+ଶେଷ=ଅନ୍ତ; ଯାହାର ଅନ୍ତ ନାହିଁ) — ଅପରିମେୟ — Immeasurable
- ସଂ. ବି. — ଶେଷାଭାବ; ବଳି ନ ପଡ଼ିବା — Non-remainder