ଅଶୀଳ Aṡīḻa

  • ସଂ. ବିଣ. ପୁଂ. (ବହୁବ୍ରୀହି. ଅ+ଶୀଳ) — ଅଭଦ୍ର — Ill-behaved
  • ସଂ. ବିଣ. ପୁଂ. (ବହୁବ୍ରୀହି. ଅ+ଶୀଳ) — ଇତର — Vulgar
  • ସଂ. ବି — ଅଭଦ୍ରତା — Bad manners
  • ସଂ. ବି — ଆଚରଣର ନୀଚତା — Depravity of conduct