ଅଲ୍ୟଳା Alyaḻā

  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଅଲିଅର (ଦେଖ) — Aliara (See)
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ସେ ତ ଅଲ୍ୟଳା ଛଇଳା କେଉଁ କଥାରୁ କି ଭଙ୍ଗୀ କାହିଁକି ଆଣିଲା। ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି।