ଅଲୋଡ଼ା Aloṟḍ̠ā
- ଦେ. ବିଣ. — ଅପୁଛା; ଅପ୍ରାର୍ଥିତ — Unasked; not called for
- ଦେ. ବିଣ. — ଅନିମନ୍ତ୍ରିତ — Uninvited
- ଦେ. ବିଣ. — ନିଷ୍ପ୍ରୟୋଜନ — Unnecessary
- ଦେ. ବିଣ. — ଅଲୋଡ଼ାରେ ଫିଟିଅଛି ଦେଖ ସ୍ୱର୍ଗଦ୍ୱାର—ସାରଳା ମହାଭାରତ, ଉଦ୍ଯୋଗ।
- ଦେ. ବିଣ. — ନଗଣ୍ୟ; ତୁଚ୍ଛ — Insignificant; trifling
- ଦେ. ବିଣ. — (ଯଥା—ଏ ଅଲୋଡା ଜୀବନରେ କେବଳ ଦଃଖ ଭୋଗଇ ସାର)