ଅଲୋପୀ Alopī

  • ଦେ. ବି. ନାମ — ରାମାୟଣୋକ୍ତ ରାକ୍ଷସବିଶେଷ
  • ଦେ. ବି. ନାମ — ବେଭାରେ ଯେ ଅଲୋପୀ ସେ ବର୍ଣ୍ଣଗୁପ୍ତରୂପୀ ସଲୋପୀ ସଲୋପୀ ସଦୃଶ। ଭଞ୍ଜ. ବୈଦେହୀଶବିଳାସ।