ଅଲେଈ Aleī
- ଗ୍ରା. ବିଣ. ସ୍ତ୍ରୀ (ଗାଳିରେ ବ୍ୟବହୃତ) — ଓଲମୀ; ଓଲେଈ (ସ୍ତ୍ରୀ) — Stupid (woman)
- ଗ୍ରା. ବିଣ. ସ୍ତ୍ରୀ (ଗାଳିରେ ବ୍ୟବହୃତ) — ଅତିରିକ୍ତ ଖାଦ୍ୟଲୋଭିନୀ (ସ୍ତ୍ରୀ) — Gluttonous
- ଗ୍ରା. ବିଣ. ସ୍ତ୍ରୀ (ଗାଳିରେ ବ୍ୟବହୃତ) — ଡାହାଣୀ — Avaricious; casting sinful eyes on dainties and children