ଅଲିଖା Alikhā
- ଗ୍ରା. ବିଣ. (ସଂ. ଅରକ୍ଷ) — ଅରକ୍ଷିତ — Shelterless
- ଗ୍ରା. ବିଣ. (ସଂ. ଅରକ୍ଷ) — ତୁଚ୍ଛ; ହୀନ — Despicable; mean
- ଗ୍ରା. ବିଣ. (ସଂ. ଅରକ୍ଷ) — (ସଂ. ଅଲେଖ) ନଗଣ୍ୟ; ଯାହାକୁ ମନୁଷ୍ୟ ବୋଲି କେହି ଗଣେ ନାହିଁ — Negligible; (man) of straw
- ଗ୍ରା. ବିଣ. (ସଂ. ଅରକ୍ଷ) — ଅତି ଗରିବ — Indigent; very poor