ଅଲଙ୍ଘ୍ୟ Alaṅghya

  • ସଂ. ବିଣ (ଅ+ଲଙ୍ଘ୍ୟ) — ଯାହାକୁ ଲଙ୍ଘନ କରା ଯାଇ ନ ପାରେ — Inviolable
  • ସଂ. ବିଣ (ଅ+ଲଙ୍ଘ୍ୟ) — ଅଲଙ୍ଘ୍ୟ ହେବାରୁ ମୋ ରାଣ ପରାଣବନ୍ଧୁ ଯାହା ଦିନେ ଦିନେ। କବିସୂର୍ଯ୍ୟ—ସଙ୍ଗୀତ।