ଅଲଗା Alagā

  • ଦେ. ବିଣ. (ସଂ. ଅଲଗ୍ନ) — ଅନ୍ୟ; ଅପର; ନିଃସମ୍ପର୍କୀୟ — Outsider; unconnected
  • ଦେ. ବିଣ. (ସଂ. ଅଲଗ୍ନ) — ଯେତେ ବେଭାରେ କାର୍ଯ୍ୟ ଥିବ, ଅଲଗା ଲୋକ ନ ଛାଡ଼ିବ— ଭୂପତି. ପ୍ରେମପଞ୍ଚାମୃତ।
  • ଦେ. ବିଣ. (ସଂ. ଅଲଗ୍ନ) — ପୃଥକାନ୍ନବାସ — Separate in board and mess
  • ଦେ. ବିଣ. (ସଂ. ଅଲଗ୍ନ) — ପୃଥକ୍ — Separate
  • ଦେ. ବିଣ. (ସଂ. ଅଲଗ୍ନ) — ଖୁରାରୁ ଚଷକ ଝଟତି ଅଲଗା ହୋଇଗଲେ ଯଥା ଦିଶେ— ରାଧାନାଥ. ପାର୍ବତୀ।
  • ଦେ. ବିଣ. (ସଂ. ଅଲଗ୍ନ) — ପାକାସ୍ପୃଶ୍ୟା; ଋତୁମତୀ — Menstruated
  • ଦେ. ବିଣ. (ସଂ. ଅଲଗ୍ନ) — କିଛିଦୂରକୁ ଗତ — Gone to some distance
  • ଦେ. ବିଣ. (ସଂ. ଅଲଗ୍ନ) — ଏହା ଭାବି କର୍କୋଟଙ୍ଗ ଦେବା ଲୁଗା, ପିନ୍ଧିଲେ ନଳ ଯାଇ ହୋଇଣ ଅଲଗା—କୃଷ୍ଣସିଂହ. ମହାଭାରତ, ବନ।