ଅଲଗଛ Alagachha

  • ପ୍ରାଦେ. (କଟକ) କ୍ରି. ବିଣ — ଅଦ୍ଭୁତଭାବରେ — Wonderfully
  • ପ୍ରାଦେ. (କଟକ) କ୍ରି. ବିଣ — ଶୂନ୍ୟେ ଶୂନ୍ୟେ — In the air
  • ପ୍ରାଦେ. (କଟକ) କ୍ରି. ବିଣ — [ଯଥା—ସେ ମୋତେ ଅଲଗଛ ଟେକି ନେଇ ଗଲା।]