ଅର୍ଦଳି Ardaḻi

  • ବୈଦେ. ବି. (ଇଂ. ଅଡ଼ର୍ଲୀ) — ଅଡ଼ର୍ଲୀ; ଆଜ୍ଞାବାହକ ଭୃତ୍ୟ; ଯେଉଁ ଚାକର ବା ଚପରାସୀ ହାକିମଙ୍କ ଡାକହାକ ଶୁଣିବାକୁ ପାଖରେ ଥାଏ; ବୋଲକରା ଚାକର — An orderly peon
  • ଦେ. ବି. (ସଂ. ଅର୍ଦ ଧାତୁ) — ଅର୍ଦଉଳି (ଦେଖ) — Ardauḻi (See)
  • ଦେ. ବି. (ସଂ. ଅର୍ଦ ଧାତୁ) — ତାର ସବୁ ଅର୍ଦଳି ସେ ସହିଛି। କୁନ୍ତଳା—ନଅତୁଣ୍ଡୀ।