ଅର୍ଥ Artha

  • ସଂ. ବି (ଅର୍ଥ ଧାତୁ+ଅ) — (+ଭାବ. ଅ) ପ୍ରାର୍ଥନା — Prayer
  • ସଂ. ବି (ଅର୍ଥ ଧାତୁ+ଅ) — (+କର୍ମ. ଅ) ଧନ — Wealth; money
  • ସଂ. ବି (ଅର୍ଥ ଧାତୁ+ଅ) — ଐଶ୍ୱର୍ଯ୍ୟ — Affluence; opulence
  • ସଂ. ବି (ଅର୍ଥ ଧାତୁ+ଅ) — ପ୍ରୟୋଜନ — Necessity
  • ସଂ. ବି (ଅର୍ଥ ଧାତୁ+ଅ) — ତାତ୍ପର୍ଯ୍ୟ; ଶବ୍ଦର ପ୍ରତିପାଦ୍ୟ ବିଷୟ; ମାନେ — Meaning; sense
  • ସଂ. ବି (ଅର୍ଥ ଧାତୁ+ଅ) — ଉଦ୍ଦେଶ୍ୟ — Aim; object; motive
  • ସଂ. ବି (ଅର୍ଥ ଧାତୁ+ଅ) — କାରଣ — Cause; reason
  • ସଂ. ବି (ଅର୍ଥ ଧାତୁ+ଅ) — ବିଷୟ — Matter; affair; concer
  • ସଂ. ବି (ଅର୍ଥ ଧାତୁ+ଅ) — ସମ୍ପତ୍ତି — Property
  • ସଂ. ବି (ଅର୍ଥ ଧାତୁ+ଅ) — ଇନ୍ଦ୍ରିୟଭୋଗ୍ୟ ବିଷୟ — Object of the senses
  • ସଂ. ବି (ଅର୍ଥ ଧାତୁ+ଅ) — (ଜ୍ୟୋତିଷ) ଲଗ୍ନର ଦ୍ୱିତୀୟ ବା ଧନସ୍ଥାନ — (Astrology) The second mansion from the Lagna
  • ସଂ. ବି (ଅର୍ଥ ଧାତୁ+ଅ) — ମକଦମା; ମାମଲା — Lawsuit; action