ଅର୍ତି Arti

  • ସଂ. ବି (ଅର୍ଦ୍ଦ ଧାତୁ=ପୀଡ଼ାଦେବା+ଭାବ. ଇ) — ପୀଡ଼ା; ଯାତନା — Pain; suffering
  • ସଂ. ବି (ଅର୍ଦ୍ଦ ଧାତୁ=ପୀଡ଼ାଦେବା+ଭାବ. ଇ) — (+କର୍ମ. ଅ) ଆର୍ତ୍ତ୍ନୀ; ଧନୁର କୋଟି ବା ଅଗ୍ରଭାଗ — The end of a bow