ଅର୍ତନ Artana

  • ସଂ. ବି (ଋତ୍ ଧାତୁ=ନିନ୍ଦାକରିବା+ଭାବ. ଅନ) — ନିନ୍ଦା — Blame
  • ସଂ. ବି (ଋତ୍ ଧାତୁ=ନିନ୍ଦାକରିବା+ଭାବ. ଅନ) — ଅପବାଦ — Libel; scandal