ଅର୍ଚ୍ଚା Archchā

  • ସଂ. ବି. ସ୍ତ୍ରୀ. (ଅର୍ଚ୍ଚ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ପୂଜା — Worship
  • ସଂ. ବି. ସ୍ତ୍ରୀ. (ଅର୍ଚ୍ଚ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ପ୍ରତିମା — Idol
  • ସଂ. ବି. ସ୍ତ୍ରୀ. (ଅର୍ଚ୍ଚ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ପ୍ରତିକୃତି — Image
  • ଗ୍ରା. ବିଣ — ଅରୁଚା (ଦେଖ) — Aruchā (See)