ଅରୋଗୀ Arogī

  • ସଂ. ବିଣ. ପୁଂ. (ଅ+ରୋଗୀ) — ନୀରୋଗ; ରୋଗଶୂନ୍ୟ — Free from disease
  • ସଂ. ବିଣ. ପୁଂ. (ଅ+ରୋଗୀ) — ସୁସ୍ଥ; ଚାଙ୍ଗଲା — Healthy