ଅରୂପକ Arūpaka
- ସଂ. ବି. — ବୌଦ୍ଧଦର୍ଶନ ଅନୁସାରେ ଯୋଗୀର ଅବସ୍ଥା— ବିଶେଷ; ନିର୍ବୀଜ ସମାଧି — A state of concentration attained by a j̄ogī
- ସଂ. ବି. — [ଦ୍ର—ଏହା ଚାରିପ୍ରକାରର ଯଥା— 1 । ଆକାଶାୟତନ; 2 । ବିଜ୍ଞାନାୟତନ; 3 । ଅବିଜ୍ଞାନାୟତନ; 4 । ନୈବସଂଜ୍ଞାସଂଜ୍ଞାୟତନ ହିନ୍ଦି ଶବ୍ଦସାଗର।] — [ଦ୍ର—ଏହା ଚାରିପ୍ରକାରର ଯଥା—1 ଆକାଶାୟତନ;2 ବିଜ୍ଞାନାୟତନ;3 ଅବିଜ୍ଞାନାୟତନ;4 ନୈବସଂଜ୍ଞାସଂଜ୍ଞାୟତନ ହିନ୍ଦି ଶବ୍ଦସାଗର]