ଅରୁଣ Aruṇa
- ସଂ. ବି (ଋ ଧାତୁ=ଗତି କରିବା+କର୍ତ୍ତୃ. ଉନ) — ସୂର୍ଯ୍ୟ ସାରଥି, କାଶ୍ୟପପତ୍ନୀ ବିନତାଙ୍କ ଜ୍ୟେଷ୍ଠ ପୁତ୍ର ଓ ଗରୁଡ଼ର ବଡ଼ ଭାଇ; ସୂର୍ଯ୍ୟୋଦୟ ପୂର୍ବରୁ ପୂର୍ବ ଆକାଶରେ ଘୋଟିବା ରକ୍ତିମା — The red golw on the east before sunrise; dawn (personified)
- ସଂ. ବି (ଋ ଧାତୁ=ଗତି କରିବା+କର୍ତ୍ତୃ. ଉନ) — ସୂର୍ଯ୍ୟ — The sun
- ସଂ. ବି (ଋ ଧାତୁ=ଗତି କରିବା+କର୍ତ୍ତୃ. ଉନ) — ବାଳସୂର୍ଯ୍ୟ — The rising-sun
- ସଂ. ବି (ଋ ଧାତୁ=ଗତି କରିବା+କର୍ତ୍ତୃ. ଉନ) — ଈଷତ୍ ରକ୍ତବର୍ଣ୍ଣ — Light-red colour
- ସଂ. ବି (ଋ ଧାତୁ=ଗତି କରିବା+କର୍ତ୍ତୃ. ଉନ) — କୃଷ୍ଣମିଶ୍ରିତ ରକ୍ତବର୍ଣ୍ଣ — Dark-red colour
- ସଂ. ବି (ଋ ଧାତୁ=ଗତି କରିବା+କର୍ତ୍ତୃ. ଉନ) — ଗାଢ଼ ନାଲି ରଙ୍ଗ — Deep-red colour
- ସଂ. ବି (ଋ ଧାତୁ=ଗତି କରିବା+କର୍ତ୍ତୃ. ଉନ) — ସନ୍ଧ୍ୟାରାଗ; ସକାଳେ ଉଇଁବା ସୂର୍ଯ୍ୟ ଓ ସନ୍ଧ୍ୟାବେଳେ ବୁଡ଼ିବା ସୂର୍ଯ୍ୟଙ୍କ ରାଗ ବା ରକ୍ତିମା — The golw of the rising or the setting sun
- ସଂ. ବି (ଋ ଧାତୁ=ଗତି କରିବା+କର୍ତ୍ତୃ. ଉନ) — ପୁନ୍ନାଗ (ବୃକ୍ଷ) (ଦେଖ) — Punnāga (tree) (See)
- ସଂ. ବି (ଋ ଧାତୁ=ଗତି କରିବା+କର୍ତ୍ତୃ. ଉନ) — କୁଙ୍କୁମ (ଦେଖ) — Kuṅkuma (See)
- ସଂ. ବି (ଋ ଧାତୁ=ଗତି କରିବା+କର୍ତ୍ତୃ. ଉନ) — ସିନ୍ଦୁର — Vermillion
- ସଂ. ବି (ଋ ଧାତୁ=ଗତି କରିବା+କର୍ତ୍ତୃ. ଉନ) — ଗୁଡ଼ — Molasses
- ସଂ. ବି (ଋ ଧାତୁ=ଗତି କରିବା+କର୍ତ୍ତୃ. ଉନ) — ଦାନବବିଶେଷ — Name of a demon