ଅରୁଣୀ Aruṇī

  • ଦେ. ବିଣ. (ସଂ. ଅଋଣୀ) — ଅଋଣୀ; ଅନୃଣ — Not indebted; free from debt
  • ଦେ. ବିଣ. (ସଂ. ଅଋଣୀ) — (ସଂ. ଅରୁଣିତ) ଅରୁଣିତ; ରକ୍ତାକ୍ତ — Reddened
  • ଦେ. ବିଣ. (ସଂ. ଅଋଣୀ) — ବାରୁଣୀ ସନ୍ଧ୍ୟା ଅରୁଣୀ ପ୍ରାୟେ କେଉଁ ମାର୍ଗ। ଭଞ୍ଜ. ବୈଦେହୀଶବିଳାସ।