ଅରୁଜ Aruja

  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+ରୁଜ) — ନୀରୋଗ; ରୋଗରହିତ — Free from sickness
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+ରୁଜ) — ସୁସ୍ଥ — Healthy