ଅରୁଚି Aruchi
- ସଂ. ବି. (ଅ+ରୁଚି) — ରୁଚିର ଅଭାବ; ଅନିଚ୍ଛା — Dislike; want of taste
- ସଂ. ବି. (ଅ+ରୁଚି) — ଭୋଜନ ଦ୍ରବ୍ୟ ପ୍ରତି ଅନିଚ୍ଛା — Aversion to food; distaste
- ସଂ. ବି. (ଅ+ରୁଚି) — ଅକ୍ଷୁଧା — Want of a appetite
- ସଂ. ବି. (ଅ+ରୁଚି) — ଖାଇବାଦ୍ରବ୍ୟ ମୁହଁକୁ ସୁଆଦିଆ ନ ଲାଗିବା — Lack of relish; disrelish
- ସଂ. ବି. (ଅ+ରୁଚି) — ବିରାଗ; ଅପ୍ରୀତି — Dislike
- ସଂ. ବି. (ଅ+ରୁଚି) — ଅପ୍ରବୃତ୍ତି — Antipathy; unwillingness
- ସଂ. ବି. (ଅ+ରୁଚି) — ନିବେଦନ କରୁଛି କର କଞ୍ଜ ଧରୁଛି ହେଲେ ହେଉ ଅରୁଚି ନିଦ୍ରାହାରେ। କବିସୂର୍ଯ୍ୟ କିଶୋରୀଚମ୍ପ, ନ ଗୀତା
- ସଂ. ବି. (ଅ+ରୁଚି) — ଅସୁକୁ; ଘୃଣା — Aversion; loathing
- ସଂ. ବି. (ଅ+ରୁଚି) — ରୋଗବିଶେଷ; ଅରୋଚକ (ଦେଖ) — Arochaka (See)