ଅରୁକ୍ Aruk

  • ସଂ. ବିଣ. (ଅ+ରୁଜ ଧାତୁ=ରୁଗ୍ଣହେବା+କ୍ୱିପ୍) — ଅରୁଗ୍ଣ; ନୀରୋଗ — Not sick
  • ସଂ. ବିଣ. (ଅ+ରୁଜ ଧାତୁ=ରୁଗ୍ଣହେବା+କ୍ୱିପ୍) — ସୁସ୍ଥ — Healthy