ଅରିହା Arihā

  • ସଂ. ବିଣ. ପୁଂ ଓ ସ୍ତ୍ରୀ (ଅରି+ହନ ଧାତୁ+କ୍ୱିପ୍) — ଶତ୍ରୁବିନାଶକ — Destroyer of one's foes
  • ସଂ. ବି — ଶତ୍ରୁଘ୍ନ — A name of Ṡatrughna