ଅରାଏ Arāe

  • ଦେ. ବି. — କ୍ଷୁଦ୍ର ଭୂମିଖଣ୍ଡ — A little bit of land
  • ଦେ. ବି. — (ଯଥା—ମୁଁ ଏ ବର୍ଷ ଅରାଏ ମାତ୍ର ଆଳୁ ଫସଲ କରିଥିଲି।)
  • ଦେ. ବି. — କ୍ଷୁଦ୍ରାଂଶ ମାତ୍ର; ଏକଖଣ୍ଡ ମାତ୍ର — A patch only; a bit only
  • ଦେ. ବିଣ. — କ୍ଷୁଦ୍ର — Very small
  • ଦେ. ବିଣ. — (ଯଥା—ଆକାଶରେ ଅରାଏ ଯାଗାରେ ମେଘ ଉଠାଇଛି।)
  • ଦେ. କ୍ରି. ବିଣ — ଥରେମାତ୍ର; ଭେରାଏ — Once only; one trip only
  • ଦେ. କ୍ରି. ବିଣ — (ଯଥା—ମୁଁ ଅରାଏ ବୁଲି ଅଇଲି।)