ଅରର Arara
- ସଂ. ବି. (ଋ ଧାତୁ=ଗମନ କରିବା+ସଂଜ୍ଞାର୍ଥେ. ଅର) — କବାଟ — Door
- ସଂ. ବି. (ଋ ଧାତୁ=ଗମନ କରିବା+ସଂଜ୍ଞାର୍ଥେ. ଅର) — ବଂଶକୋଷ; ବାଉଁଶନଳ — Bamboo-tube
- ସଂ. ବି. (ଋ ଧାତୁ=ଗମନ କରିବା+ସଂଜ୍ଞାର୍ଥେ. ଅର) — ଆବରଣ — Covering
- ସଂ. ବି. (ଋ ଧାତୁ=ଗମନ କରିବା+ସଂଜ୍ଞାର୍ଥେ. ଅର) — ଖାପ; ଖୋଳ — Sheath
- ସଂ. ବି. (ଋ ଧାତୁ=ଗମନ କରିବା+ସଂଜ୍ଞାର୍ଥେ. ଅର) — ଚମଡା କାଟିବା ଛୁରୀ — A knife for cutting hide
- ସଂ. ବି. (ଋ ଧାତୁ=ଗମନ କରିବା+ସଂଜ୍ଞାର୍ଥେ. ଅର) — ଯଜ୍ଞାଙ୍ଗ — A ceremony in a vedic sacrifice
- ସଂ. ବି. (ଋ ଧାତୁ=ଗମନ କରିବା+ସଂଜ୍ଞାର୍ଥେ. ଅର) — ଯୁଦ୍ଧ — Battle