ଅରରୁ Araru

  • ସଂ. ବି. (ଋ ଧାତୁ=ଗମନ; ବଧ+କର୍ତ୍ତୃ. ଅରୁ) — ଶତ୍ରୁ — Enemy
  • ସଂ. ବି. (ଋ ଧାତୁ=ଗମନ; ବଧ+କର୍ତ୍ତୃ. ଅରୁ) — ଅସ୍ତ୍ରବିଶେଷ — A kind of weapon
  • ସଂ. ବି. (ଋ ଧାତୁ=ଗମନ; ବଧ+କର୍ତ୍ତୃ. ଅରୁ) — ଅସୁର ବିଶେଷ — Name of a demon
  • ସଂ. ବିଣ — ଗମନଶୀଳ — Moving