ଅମ୍ବକ Ambaka
- ସଂ. ବି — (ଅମ୍ବ ଧାତୁ=ଚାଲିବା+କରଣ. ଅକ; ଯାହା ସାହାଯ୍ୟରେ ପ୍ରାଣୀ ବାଟ ଦେଖି ଚାଲିପାରେ)
- ସଂ. ବି — ନେତ୍ର; ଆଖି — Eye
- ସଂ. ବି — ଧନ୍ୟପରସନ, ଅନ୍ୟ ଅମ୍ବକ ହରଷ ସଦନ—ଭଞ୍ଜ. ପ୍ରେମସୁଧାନିଧି।
- ସଂ. ବି — [ଦ୍ର—ଏହି ଶବ୍ଦ ଯୋଗେ କ୍ରିୟମ୍ବକ ବା ତ୍ର୍ୟମ୍ବକ ଶବ୍ଦ ନିଷ୍ପନ୍ନ ହୋଇଅଛି।]
- ସଂ. ବି — ତାମ୍ର; ତମ୍ବା — Copper
- ସଂ. ବି. (ଅମ୍ବ+ସ୍ୱାର୍ଥେ. କ) — ପିତା — Father