ଅମୃତୀ Amṛutī

  • ଦେ. ବି — ଛୋଟ ଢାଳ ବା ଜଳପାତ୍ର — A small drinking pot
  • ଦେ. ବି — ସ୍ୱରବାଦ୍ୟବିଶେଷ — A kind of musical instrument
  • ଦେ. ବି — ପିନାକୀ ଅମୃତୀ ରବା ଡମ୍ଫ ଯେ ଦୋସରି। ପ୍ରାଚୀ—ରହସ୍ୟମଞ୍ଜରୀ।