ଅମୃତପ Amṛutapa

  • ସଂ. ବିଣ. ପୁଂ. (ଅମୃତ+ପା ଧାତୁ=ପିଇବା; ରକ୍ଷା କରିବା +କର୍ତ୍ତୃ. ଅ) — ଅମୃତପାନକାରୀ — Drinking nectar
  • ସଂ.ବି. — ଦେବତାଗଣ — The gods
  • ସଂ.ବି. — [ଦ୍ର—ଏମାନେ ସମୁଦ୍ରମନ୍ଥନୋଦ୍ଭୁତ ଅମୃତ ପାନ କରିଥିଲେ।]
  • ସଂ.ବି. — ବିଷ୍ଣୁ — Bishṇu
  • ସଂ.ବି. — [ଦ୍ର—ଏ ଅସୁରମାନଙ୍କଠାରୁ ମୋହିନୀରୂପ ଧାରଣ କରି ଅମୃତକୁ ରକ୍ଷା କରିଥିଲେ।]