ଅମୀ Amī

  • ସଂ. ବିଣ. ପୁଂ (ଅମ=ରୋଗ+ଇନ୍; 1 ମା. 1 ବ) — ପୀଡ଼ିତ; ରୁଗ୍ଣ — Ailing; sick
  • ସଂ. ବି. ପୁଂ. — ରୋଗୀ; ରୁଗ୍ଣବ୍ୟକ୍ତି — Invalid