ଅମିୟ Amiya

  • ଦେ. ବିଣ. (ସଂ. ଅମୃତମୟ) — ଅମୃତମୟ — Full of nectar
  • ଦେ. ବିଣ. (ସଂ. ଅମୃତମୟ) — ସୁମଧୁର — Very sweet
  • ଦେ. ବିଣ. (ସଂ. ଅମୃତମୟ) — ତାହା ରାନ୍ଧିଲେ ସେ ହୋଇବ ଅମିୟ ରସ; ସମଦଣ୍ଡ ସୈନ୍ୟଙ୍କୁ ତୋ ଇଚ୍ଛାରେ ପରଶ—ସାରଳାମହାଭାରତ. ଅ।