ଅମିଅ Amia

  • ଗ୍ରା. ବିଣ. (ସଂ. ଅମୃତମୟ) — ଅମିୟ; ଅମୃତମୟ — Sweet
  • ଗ୍ରା. ବିଣ. (ସଂ. ଅମୃତମୟ) — ଶୁଣି ତା ଅମିଅ ବଚନ। ଯଶୋବନ୍ତ—ପ୍ରେମଭକ୍ତି ବ୍ରହ୍ମଗୀତା।
  • ଗ୍ରା. ବି — ଅମୃତ — Nectar