ଅମାନୀ Amānī
- ସଂ. ବିଣ. ପୁଂ. (ଅ+ମାନିନ୍; 1 ମା. 1 ବ.) — ଗର୍ବଶୂନ୍ୟ; ନିରହଂକାର — Free from pride or arrogance
- ସଂ. ବିଣ. ପୁଂ. (ଅ+ମାନିନ୍; 1 ମା. 1 ବ.) — ନମ୍ର; ବିନୀତ — Humble; modest
- ସଂ. ବିଣ. ପୁଂ. (ଅ+ମାନିନ୍; 1 ମା. 1 ବ.) — ସ୍ୱସତ୍କାର ଅନଭିଳାଷୀ; ଯେ ଅନ୍ୟଠାରୁ ସମ୍ମାନ ପାଇବାକୁ ଲାଳାୟିତ ନୁହେ — Not hankering after respect; not wishing to be honoured by others
- ସଂ. ବିଣ. ପୁଂ. (ଅ+ମାନିନ୍; 1 ମା. 1 ବ.) — ସୁକଲ୍ୟ ଅମାନୀ ମାନବ; କବି ମଇତ୍ର ଶୁଦ୍ଧବୋଧ। ଜଗନ୍ନାଥ. ଭାଗବତ. 11 ଶ। — ସୁକଲ୍ୟ ଅମାନୀ ମାନବ; କବି ମଇତ୍ର ଶୁଦ୍ଧବୋଧ ଜଗନ୍ନାଥ. ଭାଗବତ.11ଶ